Sagarika_Designer은 크리에이터로, 2026-10-07 기준 YouTube 구독자 121명입니다.
Hlo Friends 🧡 ରାଧେ ରାଧେ 🙏🏻l ଜୟ ଜଗନ୍ନାଥ 🙏🏻‼️⭕️‼️ ନମସ୍କାର🙏🏻! ମୁଁ ସାଗରିକା। welcome କରୁଛି ମୋର channel SagarikaFashionDesigner କୁ l ଯଦି ଆପଣ ଘରେ ବସି ସହଜ ଉପାୟରେ ପ୍ରଫେସନାଲ୍ ଟେଲରିଂ ଏବଂ ଟ୍ରେଣ୍ଡିଂ ଫ୍ୟାଶନ ଡିଜାଇନିଂ କିମ୍ବ। ବ୍ଲ।ଉଜରେ କଣ ଡିଜାଇନ ବନେଇବେ ଜ।ଣିପାରୁନାହାନ୍ତି, ତେବେ ଏହି ଚ୍ୟାନେଲ୍ଟି କେବଳ ଆପଣଙ୍କ ପାଇଁ। ◇ଆପଣ ଏଠାରେ ପାଇବେ: ◇ଲେଟେଷ୍ଟ ବ୍ଲାଉଜ୍ ବ୍ୟାକ୍ & ଫ୍ରଣ୍ଟ ନେକ୍ ଡିଜାଇନ୍ ◇ସହଜ କଟିଂ ଏବଂ ଷ୍ଟିଚିଂ ଟ୍ୟୁଟୋରିଆଲ୍ (A to Z) ◇ଫ୍ୟାଶନ ହ୍ୟାକ୍ସ ଏବଂ ଡ୍ରେସ ଡିଜାଇନିଂ ଆଇଡିଆ ଏବଂ ◇ ଲେଟେଷ୍ଟ ଫ୍ୟାଶନ ଟିପ୍ସ ସହଜ ଓଡ଼ିଆ ଭାଷାରେ। ✨ ଜଦି ଆପଣ ମୋ ଭିଡ଼ିଓ ଦେଖୁଚନ୍ତି ତାହାଲେ ଆଜି ହିଁ SUBSCRIBE କରନ୍ତୁ ଏବଂ ନିଜକୁ ଏକ ଷ୍ଟାଇଲିସ୍ ଲୁକ୍ ଦିଅନ୍ତୁ! 💖 ନୂଆ ନୂଆ ଡିଜାଇନ୍ ଶିଖିବା ପାଇଁ ଏବେ ହିଁ ଆମ ପରିବାର ସହ ଯୋଡ଼ି ହୁଅନ୍ତୁ | ଜଦି ଆପଣ ମୋ ଭିଡ଼ିଓ ଦେଖୁଚନ୍ତି ଭଲ ଲାଗୁଥିଲେ like, share ଏବଂ comment କରିବେ l
※ YouTube 구독자 수는 YouTube가 공개하는 값(앞 3자리 반올림)이라 실제 수와 다를 수 있습니다. 숫자 표기 기준